ବନ୍ଦ କରନ୍ତୁ

ଏହି ସ୍ଥାନ ରକ୍ତତୀର୍ଥ ସାଲିହାଗଡ ନାମରେ ପ୍ରସିଦ୍ଧ । ତତ୍କାଳୀନ ଖଡିଆଳ ଜମିଦାରୀ ଅନ୍ତର୍ଗତ ଏଇ ଅଞ୍ଚଳର ଲୋକେ ଇଂରେଜମାନଙ୍କ କରନୀତିକୁ ବିରୋଧ କରି 30 ସେପ୍ଟେମ୍ବର 1930 ରେ ଏକ ରକ୍ତାକ୍ତ ସଂଗ୍ରାମ କରିଥିଲେ । ସେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ଏକ ସ୍ମୃତିସ୍ତମ୍ଭ ନିର୍ମିତ ହୋଇଛି ।

ଫଟୋ ଗାଲେରୀ

  • ସାଲିହା

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ରାୟପୁର (ଛତିଶଗଡ) ହେଉଛି ନିକଟସ୍ଥ ବିମାନ ବନ୍ଦର | ରାୟପୁର ଓ ସାଲିହା ମଧ୍ୟରେ ଦୂରତା ୧୨୮ କି.ମି ଅଟେ |

ରେଳଗାଡ଼ିରେ

ଖରିଆର ରୋଡ ରେଳ ଷ୍ଟେସନରେ ସମସ୍ତ ଟ୍ରେନ ରହିଥାଏ |ସାଲିହା ଓ ଖରିଆର ରୋଡ ଷ୍ଟେସନର ଦୂରତା ୧୪ କି.ମି ଅଟେ |

ସଡ଼କ ପଥରେ

ସଦର ମହକୁମା ନୂଆପଡା ଓ ସାଲିହା ମଧ୍ୟରେ ଦୂରତା ୪ କି.ମି |