ବନ୍ଦ କରନ୍ତୁ

ପାତାଳେଶ୍ଵର ମନ୍ଦିର,ବୁଦ୍ଧିକୋମନା

ବୁଦ୍ଧିକୋମନାସ୍ଥିତ ପାତାଳେଶ୍ୱର ଶିବ ମନ୍ଦିର ପଞ୍ଚରଥ କଳାରେ ଇଟାରେ ନିର୍ମିତ ଏକ ଅନନ୍ୟ ଐତିହାସିକ କୀର୍ତ୍ତି, କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନରେ ନିର୍ମିତ ଏଇ ମନ୍ଦିର ପର୍ଯ୍ୟଟକ ତଥା ଶିବଭକ୍ତଙ୍କୁ ଆକର୍ଷଣ କରେ । ଏହା ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ କିନ୍ତୁ ଭିତ୍ତିଭୂମି ଓ ଯାବତୀୟ ଅସୁବିଧା ଯୋଗୁଁ ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ଫଟୋ ଗାଲେରୀ

  • ପାତାଳେଶ୍ଵର ମନ୍ଦିର,ବୁଦ୍ଧିକୋମନା
  • ପାତାଳେଶ୍ଵର ମନ୍ଦିର ଭଗ୍ନାଶଂ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ରାୟପୁର (ଛତିଶଗଡ) ହେଉଛି ନିକଟସ୍ଥ ବିମାନ ବନ୍ଦର ଯାହା ପର୍ଯ୍ୟଟନ ସ୍ଥଳ ଠାରୁ ୧୬୨ କି.ମି ଦୂର ଅଟେ |

ରେଳଗାଡ଼ିରେ

ଖରିଆର ରୋଡ ରେଳ ଷ୍ଟେସନରେ ସମସ୍ତ ଟ୍ରେନ ରହିଥାଏ ଏବଂ ଏହା ଖରିଆର ରୋଡ ଷ୍ଟେସନର ଠାରୁ ୩୨ କି.ମି ଦୂରତା ଅଟେ |

ସଡ଼କ ପଥରେ

ଜିଲ୍ଲା ସଦର ମହକୁମା ନୂଆପଡା ଠାରୁ ଉଦ୍ୟାନବନ୍ଧ ପର୍ଯ୍ୟନ୍ତ ୩୨ କି.ମି ଅତିକ୍ରମ କଲାପରେ ବୁଦ୍ଧି କୋମନା ଆଡକୁ ୦୬ କି.ମି ଜିବା କୁ ପଡିବ |