ବନ୍ଦ କରନ୍ତୁ

ସ୍ଵତ୍ତ୍ଵ ଲିପି ପ୍ରମାଣପତ୍ର

କିପରି ସ୍ଵତ୍ତ୍ଵ ଲିପି ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  1. ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |
  2. ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  3. ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  4. ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  5. ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: http://edistrictodisha.gov.in/edistrict/documents/pdf/25.pdf