ଆବାସିକ ପ୍ରମାଣପତ୍ର
କିପରି ଆବାସିକ ପ୍ରମାଣପତ୍ର ପାଇବେ?
ନିମ୍ନଲିଖିତ ପଦ୍ଦତି
- ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |
- ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
- ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
- ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
- ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.
ଯାଆନ୍ତୁ: http://edistrictodisha.gov.in/edistrict/documents/pdf/3.pdf