ବନ୍ଦ କରନ୍ତୁ

ସି.ସି.ଟି.ଏନ.ଏସ

ତାରିଖ : 09/07/2014 - | ସେକ୍ଟର: ଭାରତ ସରକାରଙ୍କ ଯୋଜନା

ଅପରାଧ ଓ ଅପରାଧି ଅନ୍ତର୍ଜାଲର ବ୍ୟବସ୍ଥା ଅନୁଧାବନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।ଏହା ଜତୀୟ ଇ-ଶାସନ ଯୋଜନା ଅନ୍ତର୍ଗତ ଅଟେ ।ଭାରତୀୟ ପୋଲିସର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅନ୍ତର୍ଗତ ଏହା ଏକ ପୁରୁଧା କାର୍ଯ୍ୟକ୍ରମ ଅଟେ । ଏହା ଜଟିଳ ପୋଲିସ ବ୍ୟବସ୍ଥାର ପରିବର୍ତ୍ତିସ୍ତର ଜାତୀୟ ସ୍ତରରେ ଜାତୀୟ ତଥ୍ୟ ଆଧାର ଏବଂ ସଂଯୁକ୍ତ କୋର ଆପ୍ଲିକେସନ ସଫଟୱେର ନାମକ ଏକ ଫରମାଟ ଜାତୀୟ ଅପରାଧ ସଂଗ୍ରକ୍ଷଣ ବ୍ୟୁର ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି ଏବଂ ଦେଶବ୍ୟାପି ଯେକୌଣସି ପୋଲିସ ଅଧିକାରି ଅପରାଧି ଚିହ୍ନଟ ପାଈଁ ଏହାକୁ ବ୍ୟବହାର କରିପାରିବେ । ଏହାର ମୂଖ୍ୟ ଉଦ୍ଧେଶ୍ୟ ହେଲା ତଥ୍ୟ ଓ ସୂଚନା ଗୁଡିକୁ ସଂଗ୍ରହ୍, ସଂଗ୍ରକ୍ଷଣ, ପୁନରୁଧାର୍,ବିଶ୍ଲେଷଣ୍,ହସ୍ତାନ୍ତର ଓ ଆଲୋଚନା କରିପାରିବେ ।

ସିସିଟିନିଏସ୍ ଅନ୍ତର୍ଗତ ଏକ ବ୍ୟବସ୍ଥା ହେଉଛି ନାଗରିକ ପୋର୍ଟାଲ୍ । ସାଧାରଣ ନାଗରିକ ଏହାକୁ ବ୍ୟବହାର କରିପାରିବେ ।ଏହା ବ୍ୟବହାର କରି ସେମାନେ ଅନ୍ଲା ଇନ ମାଧ୍ୟମରେ ଶୋଭାଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି କରିବା ପାଈଁ ଲାଇସେନ୍ସବ ପ୍ରଦାନ କରିବା ପାଇଁ ଆବେଦନ କରିପାରିବେ,ଭଡାଟିଆ ମାନଙ୍କର ତଥା ଘରୋଇ ବ୍ୟବହାର ପାଇଁ ବ୍ୟକ୍ତିଗତ ଈତିହାସ ଯାଞ୍ଚ କରିପାରିବେ କିମ୍ବା ଚରିତ୍ର ଓ ବ୍ୟକ୍ତିଗତ ଈତିହାସ ପାଇଁ ଯାଞ୍ଚ କରିପାରିବେ ।

ଲାଭାର୍ଥୀ:

ସାଧାରଣ ନାଗରିକ

ଲାଭ:

ସି.ସି.ଟି.ଏନ.ଏସ ପୋର୍ଟାଲ ମାଧ୍ୟମରେ ସାଧାରଣ ନାଗରିକ ଅନ୍‍ଲାଇନ ରେ ଅନେକ ସେବା ପାଈ ପାରିବେ ଯଥା ଘରୋଇ ବ୍ୟବହାର ପାଇଁ ଉଦ୍ଧିଷ୍ଟ ପାସପୋର୍ଟ , ଅସ୍ତ୍ରଶାସ୍ତ୍ର ଲାଇସେନ୍ସ ଇତ୍ୟାଦି ।

କିପରି ଆବେଦନ କରିବେ

ସାଧାରଣ ନାଗରିକ ଅନ୍‍ଲାଇନରେ ସେମାନଙ୍କର ଅଭିଯୋଗ କରିପାରିବେ ।