ବନ୍ଦ କରନ୍ତୁ

ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯ୍ୟକର୍ମ

ତାରିଖ : 31/03/2008 - | ସେକ୍ଟର: ଉତ୍ପାଦନ ଓ ସେବା ଭିତ୍ତିକ

ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯ୍ୟକର୍ମ କାର୍ଯ୍ୟକାରୀ କରିବା ନିମନ୍ତେ ଖଦି ଓ ଗ୍ରାମ୍ୟଦ୍ୟୋଗ ଶିଳ୍ପ ଆୟୋଗ ଗଠନ କରାଯାଇଛିI ସେହିପରି ରାଜ୍ୟସ୍ତରରେ ଏହି ଯୋଗାଣକୁ କାର୍ଯ୍ୟକାରୀ କରିବା ପାଇଁ ତିନିଗୋଟି ସଂସ୍ଥା ଖାଦି ଗ୍ରାମ୍ୟଦ୍ୟୋଗ ଆୟୋଗ,ଖାଦି ବୋର୍ଡ଼ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟକାରୀ କରିଥାନ୍ତି I

ଲାଭାର୍ଥୀ:

ଶିକ୍ଷିତ ବେକାର

ଲାଭ:

ବ୍ୟାଙ୍କ ରୂଣ ଏବଂ ସରକାରୀ ରିହାତି ଶିଳ୍ପ ସ୍ଥାପନ

କିପରି ଆବେଦନ କରିବେ

ଅନ ଲାଇନ