ବନ୍ଦ କରନ୍ତୁ

ଜାତୀୟ ତୈଳବୀଜ ଓ ତେଲତାଲ ମିଶନ

ତାରିଖ : 01/04/2014 - | ସେକ୍ଟର: କୃଷି(କେନ୍ଦ୍ର)

ଏକ କେନ୍ଦ୍ରମୁଖି ତଳ ଉପରକୁ ଯୋଜନା ଗୋଟିଏ ଜାଗାରେ ତଳେ ସମସ୍ତ ବିଭା କାମ କରିବ ।

ଲାଭାର୍ଥୀ:

ଗ୍ରାମରେ ସଭା କରି ଏହାର ଉଦ୍ଧେଶ୍ୟ ବିଷୟରେ ବୁଝାଇ ହିତାଧିକାରୀ ଚୟନ

ଲାଭ:

ତୈଳବୀଜ ଚାଷରେ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି କରିବା ।

କିପରି ଆବେଦନ କରିବେ

ହିତାଧିକାରୀ ଆବାହକ ବିଟିଟିସ (ବ୍ଲକ ବୈଷୟିକ ଦଳ) କିମ୍ୱା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସହିତ ଯୋଗାଯୋଗ କରିବେ ।