ବନ୍ଦ କରନ୍ତୁ

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ

ତାରିଖ : 01/04/2009 - | ସେକ୍ଟର: କୃଷି(କେନ୍ଦ୍ର)

ଅଧିକ ଅଳ୍ପ କ୍ଷମ ବିହନ ମାଟି ପରିକ୍ଷା ଅନୁସାରେ ସାର ପ୍ରୟୋଗ ସମନ୍ୱିତ ରୋଗ ଓ ପୋକ ପରିଚାଳନା, କ୍ଷେତ୍ର ଦିବସ ।

ଲାଭାର୍ଥୀ:

ଗ୍ରାମରେ ସଭା କରି ଏହାର ଉଦ୍ଧେଶ୍ୟ ବିଷୟରେ ବୁଝାଇ ହିତାଧିକାରୀ ଚୟନ

ଲାଭ:

ଚିରନ୍ତନ ଉପାୟରେ ଉତ୍ପାଦନ ଓ ଉତ୍ପାଦିକା ଶକ୍ତି ବଢାଇବା, ମାଟିର ସ୍ୱାସ୍ଥ୍ୟବସ୍ଥା ବଜାୟ ରଖିବା ସଙ୍ଗେ ସଙ୍ଗେ କୃଷି କ୍ଷେତ୍ରରେ ଆର୍ଥିକ ସ୍ୱଚ୍ଛଳ ହେବା ।

କିପରି ଆବେଦନ କରିବେ

ହିତାଧିକାରୀ ଗ୍ରାମ ସ୍ତରରେ ଥିବା ଗ୍ରାମ୍ୟ କୃଷି କର୍ମଚାରୀ ବା କୃଷି ଅଧିଦର୍ଶକଙ୍କୁ ଯୋଗାଯୋଗ କରିବେ ।