କୃଷି ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା)
ତାରିଖ : 07/04/2017 - | ସେକ୍ଟର: କୃଷି
ଲାଭାର୍ଥୀ:
25 ଜଣ ସଭ୍ୟକୁ ବିଭିନ୍ନ ବିଭାଗରୁ ମନୋନିତ ହୋଇ ଏକ କୃଷକ ଉପଦେଷ୍ଟା କମିଟି ଗଠନ ହୋଇଥାଏ । ହିତାଧିକାରୀ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଦଳ ହୋଇପାରିବେ ।
ଲାଭ:
କୃଷକମାନଙ୍କୁ ଜିଲ୍ଲା ଭିତରେ,ରାଜ୍ୟ ବାହାରେ, ରାଜ୍ୟ ଭିତରେ ତାଲିମ ଓ ପରିଭ୍ରମଣ, ଦକ୍ଷତା ବୃବ୍ଦି ପାଇଁ ତାଲିମ ଓ କୃଷିକ୍ଷେତ୍ର ବିଦ୍ୟାଳୟ।
କିପରି ଆବେଦନ କରିବେ
ହିତାଧିକାରୀ ଆବାହକ ବିଟିଟିସ (ବ୍ଲକ ବୈଷୟିକ ଦଳ ) କିମ୍ବା କୃଷି ସୂଚନା ପରାମର୍ଶ କେନ୍ଦ୍ର ସହିତ ଯୋଗାଯୋଗ କରିବେ ।