ବନ୍ଦ କରନ୍ତୁ

ପୋଲିସ ବିଭାଗ

Filter Scheme category wise

ଫିଲଟର

ଗୋଷ୍ଠି ପୋଲିସ ବ୍ୟବସ୍ଥା

ଜିଲ୍ଲାରେ ଗୋଷ୍ଠି ପୋଲିସ ବ୍ୟବସ୍ଥା କାର୍ଯ୍ୟରତ ଅଛି, ପ୍ରତ୍ୟେକ ପୋଲିସ ଥାନକୁ ୫/୬ ଟି ବିଟି‍ ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ବିଟ୍ ଦାୟୁତ୍ୟରେ ଜଣେ ବିଟ୍‍ ଅଧିକାରି /କନଷ୍ଟେବଲ ନିଯୁକ୍ତ ଅଛନ୍ତି । ପୋଲିସ ଥାନା ସ୍ତରରେ ୨୦/୨୫ ସଭ୍ୟକୁ ନେଇ ଆମ ପୋଲିସ ସମିତି ଗଠନ କରାଯାଇଛି । ପ୍ରତ୍ୟେକ ପୋଲିସ ଥାନାରେ ଅପରାଧ,ଆଇନ ଶୃଙ୍ଖଳା ଓ ବିବିଧ ଘଟଣାକୁ ନେଇ ଚର୍ଚା କରିବାପାଇଁ ପ୍ରତି ମାସରେ ଗୋଟିଏ ପୋଲିସ ସଭା ଆୟୋଜନ କରାଯାଉଛି । ଜିଲ୍ଲାଗୁଡିକର ସମସ୍ତ ଆମ ପୋଲିସ ସମିତିର କାର୍ଯ୍ୟାବଳିକୁ ଦେଖାରେଖା କରିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଉପଦେଷ୍ଟା…

ପ୍ରକାଶିତ ତାରିଖ: 06/05/2018
ବିବରଣଗୁଡିକ ଦେଖନ୍ତୁ

ସି.ସି.ଟି.ଏନ.ଏସ

ଅପରାଧ ଓ ଅପରାଧି ଅନ୍ତର୍ଜାଲର ବ୍ୟବସ୍ଥା ଅନୁଧାବନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।ଏହା ଜତୀୟ ଇ-ଶାସନ ଯୋଜନା ଅନ୍ତର୍ଗତ ଅଟେ ।ଭାରତୀୟ ପୋଲିସର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅନ୍ତର୍ଗତ ଏହା ଏକ ପୁରୁଧା କାର୍ଯ୍ୟକ୍ରମ ଅଟେ । ଏହା ଜଟିଳ ପୋଲିସ ବ୍ୟବସ୍ଥାର ପରିବର୍ତ୍ତିସ୍ତର ଜାତୀୟ ସ୍ତରରେ ଜାତୀୟ ତଥ୍ୟ ଆଧାର ଏବଂ ସଂଯୁକ୍ତ କୋର ଆପ୍ଲିକେସନ ସଫଟୱେର ନାମକ ଏକ ଫରମାଟ ଜାତୀୟ ଅପରାଧ ସଂଗ୍ରକ୍ଷଣ ବ୍ୟୁର ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି ଏବଂ ଦେଶବ୍ୟାପି ଯେକୌଣସି ପୋଲିସ ଅଧିକାରି ଅପରାଧି ଚିହ୍ନଟ ପାଈଁ ଏହାକୁ ବ୍ୟବହାର କରିପାରିବେ । ଏହାର…

ପ୍ରକାଶିତ ତାରିଖ: 06/05/2018
ବିବରଣଗୁଡିକ ଦେଖନ୍ତୁ