ବନ୍ଦ କରନ୍ତୁ

ସ୍ୱତନ୍ତ୍ର ଭୂଅର୍ଜନ କାର୍ଯ୍ୟାଳୟ

ଉପକ୍ରମ

ଉକ୍ତ କାର୍ଯ୍ୟାଳୟଟି ଜଳସମ୍ପଦ ବିଭାଗ ଓଡିଶା ସରକାରଙ୍କ ଅଧୀନରେ ଅନ୍ତର୍ଭୁକ୍ତ|ପ୍ରାରମ୍ଭରୁ ଏହି ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ବିସ୍ଥାପିତ ଓ ପୁନଃ ଅଧିକାରୀ,ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ନୂଆପଡା ଭାବେ ତା ୦୨.୦୨.୨୦୦୦ ରିଖ ଠାରୁ ଉପରକୋଲାବ ବିଦ୍ୟୁତ ବିକାଶ ପ୍ରକଳ୍ପର କାର୍ଚାରୀଙ୍କ ପୁନଃ ମୁତୟନ ସ୍ୱରୂପ ଜଳସମ୍ପଦ ବିଭାଗ ଓଡିଶା ସରକାରଙ୍କ ଆଦେଶନାମା ସଂଖ୍ୟା ୧୯୨୭୯/WR ତା ୧୭.୦୫.୨୦୦୦ ରେ ଗୃହୀତ ହୋଇ,ଭୂଅର୍ଜନ ଅଧିକାରୀ ନୂଆପଡାଙ୍କୁ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ବିସ୍ଥାପିତ ଓ ପୁନଃ ବସତି ନୂଆପଡା ଭାବେ ଘୋଷଣା ହୋଇ କାର୍ଯ୍ୟ କରୁଥିଲେ |ପରବର୍ତ୍ତୀ କାଳରେ ଏହାର ନିଜସ୍ୱ କାର୍ଯ୍ୟାଳୟ ଗୃହ,ପ୍ରକଳ୍ପ ଅଧିକାରୀ ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପଙ୍କ ଦ୍ୱାରା ଯୋଗାଇ ଦେବା ହେତୁ ନୂଆପଡା ଠାରୁ ଖଡ଼ିଆଳକୁ ସ୍ତାନ୍ତରିତ ହେଲା |
ପୁନଶ୍ଚ,ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ବିସ୍ଥାପିତ ଓ ପୁନଃ ବସତି ଅଧିକାରୀ ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ଜଳସମ୍ପଦ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଧେଶରେ ବିସ୍ଥାପିତ ଓ ପୁନଃ ବସତି ଅଧିକାରୀ ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ଦ୍ୱିଶାଖା ବିଭାଜନ ହୋଇ ପ୍ରକଳ୍ପ ନିର୍ଦେଶକ ଓ ବିସ୍ଥାପିତ ତଥା ପୁନଃ ବସତି ଅଧିକାରୀ,ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ଖଡ଼ିଆଳଙ୍କ ନାମରେ ସ୍ୱତନ୍ତ୍ର ଭାବେ ସନ ୨୦୧୧ ରୁ କାର୍ଯ୍ୟକାରୀ ଆସୁଅଛି |

ଆମ ବିଭାଗର ମୁଖ୍ୟ ଉଦ୍ଧେଶ୍ୟ

ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ସକାଶେ ଜମି ଅଧିଗ୍ରହଣ ଓ ଜମି ହରାଉଥିବା ବ୍ୟକ୍ତିଙ୍କୁ କ୍ଷତିପୁରାଣ ପ୍ରଦାନ କରିବା |

କାର୍ଯ୍ୟକଳାପ ର ସଂପୂର୍ଣ୍ଣ ବିବରଣୀ

ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ବରାଦ ମତେ ଜମି ଅଧିଗ୍ରହଣ ଓ ସମ୍ପୃକ୍ତ ଅଧିକାରୀଙ୍କୁ ତାର ହସ୍ତାନ୍ତର କରିବା |

ଯୋଗାଯୋଗ ପାଇଁ ଠିକଣା

ସ୍ୱତନ୍ତ୍ର ଭୂଅର୍ଜନ କାର୍ଯ୍ୟାଳୟ,

ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ,ଖରିଆର,(ନୂଆପଡା),

ଗ୍ରାମ/ପୋଷ୍ଟ-ଖରିଆର,

ଜିଲ୍ଲା-ନୂଆପଡା(ଓଡିଶା),

ପିନ-୭୬୬୧୦୭,

ଫୋନେ ନ-୦୬୬୭୧୨୨୨୯୭୬

ଇମେଲ-spllaoliipkhar[at]rediffmail[dot]com