ସ୍ୱତନ୍ତ୍ର ଭୂଅର୍ଜନ କାର୍ଯ୍ୟାଳୟ
ଉପକ୍ରମ
ଉକ୍ତ କାର୍ଯ୍ୟାଳୟଟି ଜଳସମ୍ପଦ ବିଭାଗ ଓଡିଶା ସରକାରଙ୍କ ଅଧୀନରେ ଅନ୍ତର୍ଭୁକ୍ତ|ପ୍ରାରମ୍ଭରୁ ଏହି ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ବିସ୍ଥାପିତ ଓ ପୁନଃ ଅଧିକାରୀ,ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ନୂଆପଡା ଭାବେ ତା ୦୨.୦୨.୨୦୦୦ ରିଖ ଠାରୁ ଉପରକୋଲାବ ବିଦ୍ୟୁତ ବିକାଶ ପ୍ରକଳ୍ପର କାର୍ଚାରୀଙ୍କ ପୁନଃ ମୁତୟନ ସ୍ୱରୂପ ଜଳସମ୍ପଦ ବିଭାଗ ଓଡିଶା ସରକାରଙ୍କ ଆଦେଶନାମା ସଂଖ୍ୟା ୧୯୨୭୯/WR ତା ୧୭.୦୫.୨୦୦୦ ରେ ଗୃହୀତ ହୋଇ,ଭୂଅର୍ଜନ ଅଧିକାରୀ ନୂଆପଡାଙ୍କୁ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ବିସ୍ଥାପିତ ଓ ପୁନଃ ବସତି ନୂଆପଡା ଭାବେ ଘୋଷଣା ହୋଇ କାର୍ଯ୍ୟ କରୁଥିଲେ |ପରବର୍ତ୍ତୀ କାଳରେ ଏହାର ନିଜସ୍ୱ କାର୍ଯ୍ୟାଳୟ ଗୃହ,ପ୍ରକଳ୍ପ ଅଧିକାରୀ ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପଙ୍କ ଦ୍ୱାରା ଯୋଗାଇ ଦେବା ହେତୁ ନୂଆପଡା ଠାରୁ ଖଡ଼ିଆଳକୁ ସ୍ତାନ୍ତରିତ ହେଲା |
ପୁନଶ୍ଚ,ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ବିସ୍ଥାପିତ ଓ ପୁନଃ ବସତି ଅଧିକାରୀ ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ଜଳସମ୍ପଦ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଧେଶରେ ବିସ୍ଥାପିତ ଓ ପୁନଃ ବସତି ଅଧିକାରୀ ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ଦ୍ୱିଶାଖା ବିଭାଜନ ହୋଇ ପ୍ରକଳ୍ପ ନିର୍ଦେଶକ ଓ ବିସ୍ଥାପିତ ତଥା ପୁନଃ ବସତି ଅଧିକାରୀ,ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ଖଡ଼ିଆଳଙ୍କ ନାମରେ ସ୍ୱତନ୍ତ୍ର ଭାବେ ସନ ୨୦୧୧ ରୁ କାର୍ଯ୍ୟକାରୀ ଆସୁଅଛି |
ଆମ ବିଭାଗର ମୁଖ୍ୟ ଉଦ୍ଧେଶ୍ୟ
ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପ ସକାଶେ ଜମି ଅଧିଗ୍ରହଣ ଓ ଜମି ହରାଉଥିବା ବ୍ୟକ୍ତିଙ୍କୁ କ୍ଷତିପୁରାଣ ପ୍ରଦାନ କରିବା |
କାର୍ଯ୍ୟକଳାପ ର ସଂପୂର୍ଣ୍ଣ ବିବରଣୀ
ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ବରାଦ ମତେ ଜମି ଅଧିଗ୍ରହଣ ଓ ସମ୍ପୃକ୍ତ ଅଧିକାରୀଙ୍କୁ ତାର ହସ୍ତାନ୍ତର କରିବା |
ଯୋଗାଯୋଗ ପାଇଁ ଠିକଣା
ସ୍ୱତନ୍ତ୍ର ଭୂଅର୍ଜନ କାର୍ଯ୍ୟାଳୟ,
ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ,ଖରିଆର,(ନୂଆପଡା),
ଗ୍ରାମ/ପୋଷ୍ଟ-ଖରିଆର,
ଜିଲ୍ଲା-ନୂଆପଡା(ଓଡିଶା),
ପିନ-୭୬୬୧୦୭,
ଫୋନେ ନ-୦୬୬୭୧୨୨୨୯୭୬
ଇମେଲ-spllaoliipkhar@rediffmail[dot]com