ଯୋଜନା
Filter Scheme category wise
ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯ୍ୟକର୍ମ
ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯ୍ୟକର୍ମ କାର୍ଯ୍ୟକାରୀ କରିବା ନିମନ୍ତେ ଖଦି ଓ ଗ୍ରାମ୍ୟଦ୍ୟୋଗ ଶିଳ୍ପ ଆୟୋଗ ଗଠନ କରାଯାଇଛିI ସେହିପରି ରାଜ୍ୟସ୍ତରରେ ଏହି ଯୋଗାଣକୁ କାର୍ଯ୍ୟକାରୀ କରିବା ପାଇଁ ତିନିଗୋଟି ସଂସ୍ଥା ଖାଦି ଗ୍ରାମ୍ୟଦ୍ୟୋଗ ଆୟୋଗ,ଖାଦି ବୋର୍ଡ଼ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟକାରୀ କରିଥାନ୍ତି I
ଗୋଷ୍ଠି ପୋଲିସ ବ୍ୟବସ୍ଥା
ଜିଲ୍ଲାରେ ଗୋଷ୍ଠି ପୋଲିସ ବ୍ୟବସ୍ଥା କାର୍ଯ୍ୟରତ ଅଛି, ପ୍ରତ୍ୟେକ ପୋଲିସ ଥାନକୁ ୫/୬ ଟି ବିଟି ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ବିଟ୍ ଦାୟୁତ୍ୟରେ ଜଣେ ବିଟ୍ ଅଧିକାରି /କନଷ୍ଟେବଲ ନିଯୁକ୍ତ ଅଛନ୍ତି । ପୋଲିସ ଥାନା ସ୍ତରରେ ୨୦/୨୫ ସଭ୍ୟକୁ ନେଇ ଆମ ପୋଲିସ ସମିତି ଗଠନ କରାଯାଇଛି । ପ୍ରତ୍ୟେକ ପୋଲିସ ଥାନାରେ ଅପରାଧ,ଆଇନ ଶୃଙ୍ଖଳା ଓ ବିବିଧ ଘଟଣାକୁ ନେଇ ଚର୍ଚା କରିବାପାଇଁ ପ୍ରତି ମାସରେ ଗୋଟିଏ ପୋଲିସ ସଭା ଆୟୋଜନ କରାଯାଉଛି । ଜିଲ୍ଲାଗୁଡିକର ସମସ୍ତ ଆମ ପୋଲିସ ସମିତିର କାର୍ଯ୍ୟାବଳିକୁ ଦେଖାରେଖା କରିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଉପଦେଷ୍ଟା…
ସି.ସି.ଟି.ଏନ.ଏସ
ଅପରାଧ ଓ ଅପରାଧି ଅନ୍ତର୍ଜାଲର ବ୍ୟବସ୍ଥା ଅନୁଧାବନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।ଏହା ଜତୀୟ ଇ-ଶାସନ ଯୋଜନା ଅନ୍ତର୍ଗତ ଅଟେ ।ଭାରତୀୟ ପୋଲିସର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅନ୍ତର୍ଗତ ଏହା ଏକ ପୁରୁଧା କାର୍ଯ୍ୟକ୍ରମ ଅଟେ । ଏହା ଜଟିଳ ପୋଲିସ ବ୍ୟବସ୍ଥାର ପରିବର୍ତ୍ତିସ୍ତର ଜାତୀୟ ସ୍ତରରେ ଜାତୀୟ ତଥ୍ୟ ଆଧାର ଏବଂ ସଂଯୁକ୍ତ କୋର ଆପ୍ଲିକେସନ ସଫଟୱେର ନାମକ ଏକ ଫରମାଟ ଜାତୀୟ ଅପରାଧ ସଂଗ୍ରକ୍ଷଣ ବ୍ୟୁର ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି ଏବଂ ଦେଶବ୍ୟାପି ଯେକୌଣସି ପୋଲିସ ଅଧିକାରି ଅପରାଧି ଚିହ୍ନଟ ପାଈଁ ଏହାକୁ ବ୍ୟବହାର କରିପାରିବେ । ଏହାର…
ମମତା
ମାତୃ ଏବଂ ଶିଶୁ ଅପପୁଷ୍ଟି ହ୍ରାସ କରିବା ପାଇଁ ଓଡିଶା ସରକାର ଏକ ବିଶେଷ ଯୋଜନା କେବଳ ଗର୍ଭାବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ଯାହାର ନାମ “ମମତା” |ଏହା ମାତୃତ୍ୱ ଲାଭ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଏକ ହିତକାରୀ ଯୋଜନା ଅଟେ |ଏହା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପୁଷ୍ଟି ସାଧନ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ସହାୟତା ହେବ | ଉଦ୍ଧେଶ୍ୟ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନେ ଶ୍ରମ କ୍ଷତିପୁରାଣ ପାଇବା ସହିତ ଗର୍ଭଧାରଣ ଓ ସନ୍ତାନ ପ୍ରସବ ପରେ ଯଥେଷ୍ଟ…
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ
ଅଧିକ ଅଳ୍ପ କ୍ଷମ ବିହନ ମାଟି ପରିକ୍ଷା ଅନୁସାରେ ସାର ପ୍ରୟୋଗ ସମନ୍ୱିତ ରୋଗ ଓ ପୋକ ପରିଚାଳନା, କ୍ଷେତ୍ର ଦିବସ ।
ଜାତୀୟ ତୈଳବୀଜ ଓ ତେଲତାଲ ମିଶନ
ଏକ କେନ୍ଦ୍ରମୁଖି ତଳ ଉପରକୁ ଯୋଜନା ଗୋଟିଏ ଜାଗାରେ ତଳେ ସମସ୍ତ ବିଭା କାମ କରିବ ।