ଜିଲ୍ଲା ଶିଳ୍ପ କେନ୍ଦ୍ର

ଶିଳ୍ପ ବିଭାଗ ସମ୍ବନ୍ଧେ

ଶିଳ୍ପ ସ୍ଥାପନ କରି ସମ୍ବଳ ବିନିଯୋଗରେ ଦେଶର ଆର୍ଥିକ ପ୍ରଗତି ଆଣିବା ସହ ବେକାରୀ ଦୂରୀକରଣ କରିବା ହେଉଛି ଅଣୁ, କ୍ଷୁଦ୍ର ଓ ମାଧ୍ୟମ ବିଭାଗର ମୁଖ୍ୟ ଉଦେଶ୍ୟ I

ବିଭାଗର ବିଷୟ

  • ଅଣୁ,କ୍ଷୁଦ୍ର ଓ ମାଧ୍ୟମ ବିଭାଗର ଉଦ୍ୟୋଗ ସ୍ଥାପନ |
  • ନିମ୍ନଗାମୀ ଶିଳ୍ପ ଏବଂ ଅନସିଲଲରୀ ଉଦ୍ୟୋଗର ଉନ୍ନତିକରଣ |
  • ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉନ୍ନତି ସକାଶେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା
  • ଖାଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା |
  • ହସ୍ତ ଓ କୁଟୀର ଶିଳ୍ପର ବିକାଶ |

ସମ୍ପୂର୍ଣ କାର୍ଯ୍ୟପନ୍ଥା

  • ଆଞ୍ଚଳିକ ସମ୍ଭଳ ବିନିଯୋଗରେ ଶିଳ୍ପିକରଣ ଜରିଆରେ ବେକାରୀ ଦୂରୀକରଣ|
  • ଗ୍ରାମ୍ୟ ହସ୍ତ ଶିଳ୍ପୀ କାରିଗର ମାନଙ୍କ ଉନ୍ନତି ଓ ଥଇଥାନ ନିମନ୍ତେ ଉଚିତ ପଦକ୍ଷେପ ନେବା |
  • ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମ ଏବଂ ସହରାଞ୍ଚଳରେ ନିଯୁକ୍ତି ସୁଯୋଗ କରିବା |

ସେବାର ବିବରଣି

  • ଉଦ୍ୟୋଗୀ ଚିହ୍ନଟ ସଂଖ୍ୟା
  • ଉଦ୍ୟୋଗ ଆଧାର
  • ଉତ୍ପାଦନ ପ୍ରମାଣ ପତ୍ର
  • ପ୍ରକଳ୍ପର ଅଟକଳ ପ୍ରଦାନ
  • ଉଦ୍ୟୋଗୀଙ୍କ ସମସ୍ୟାସର ସମାଧାନ ନିମନ୍ତେ ଉପଦେଶ ପ୍ରକୋଷ୍ଠ
  • ରୂଣ ଦରଖାସ୍ତ ବ୍ୟାଙ୍କକୁ ସୁପାରିଶ କରିବା
  • ଉଦ୍ୟୋଗୀ ବିକାଶ ତାଲିମ ପ୍ରଦାନ
  • ପ୍ରଦଶନି,ମେଳା ମହୋତ୍ସବ ଏବଂ ଭ୍ରମଣର ବ୍ୟବସ୍ତା
  • ସରକାରଙ୍କ ଶିଳ୍ପନୀତି ନିର୍ଧାରଣ ଅନୁସାରେ ଆର୍ଥିକ ପ୍ରୋତ୍ସାହନ ପାଇଁ ସୁପାରିଶ କରିବା
  • ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯ୍ୟକର୍ମ(PMEGP) ଯୋଜନାରେ କାର୍ଯାନୁୟନ ପର୍ଯ୍ୟାଲୋଚନା କରିବା
  • ରୁଗଣ ଶିଳ୍ପର ପୁନରୁଦ୍ଧର କରିବା

କାର୍ଯ୍ୟକର୍ମ ଓ ପରିକଳ୍ପନାର ନାମ

  • ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯ୍ୟକର୍ମ (PMEGP)
  • ଶିଳ୍ପୀ ଉନ୍ନତି ଯୋଜନା
  • ଶିଳ୍ପୀ ଗ୍ରାମ୍ୟ ଯୋଜନା
  • ହସ୍ତ ଶିଳ୍ପ କାରିଗରଙ୍କୁ ସୌର ଲଣ୍ଠନ ପ୍ରଦାନ
  • ସାଧାରଣ ଲୋକଙ୍କ ବୀମା ଯୋଜନା