ଜିଲ୍ଲା ଶିଳ୍ପ କେନ୍ଦ୍ର
ଶିଳ୍ପ ବିଭାଗ ସମ୍ବନ୍ଧେ
ଶିଳ୍ପ ସ୍ଥାପନ କରି ସମ୍ବଳ ବିନିଯୋଗରେ ଦେଶର ଆର୍ଥିକ ପ୍ରଗତି ଆଣିବା ସହ ବେକାରୀ ଦୂରୀକରଣ କରିବା ହେଉଛି ଅଣୁ, କ୍ଷୁଦ୍ର ଓ ମାଧ୍ୟମ ବିଭାଗର ମୁଖ୍ୟ ଉଦେଶ୍ୟ I
ବିଭାଗର ବିଷୟ
- ଅଣୁ,କ୍ଷୁଦ୍ର ଓ ମାଧ୍ୟମ ବିଭାଗର ଉଦ୍ୟୋଗ ସ୍ଥାପନ |
- ନିମ୍ନଗାମୀ ଶିଳ୍ପ ଏବଂ ଅନସିଲଲରୀ ଉଦ୍ୟୋଗର ଉନ୍ନତିକରଣ |
- ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉନ୍ନତି ସକାଶେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା
- ଖାଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା |
- ହସ୍ତ ଓ କୁଟୀର ଶିଳ୍ପର ବିକାଶ |
ସମ୍ପୂର୍ଣ କାର୍ଯ୍ୟପନ୍ଥା
- ଆଞ୍ଚଳିକ ସମ୍ଭଳ ବିନିଯୋଗରେ ଶିଳ୍ପିକରଣ ଜରିଆରେ ବେକାରୀ ଦୂରୀକରଣ|
- ଗ୍ରାମ୍ୟ ହସ୍ତ ଶିଳ୍ପୀ କାରିଗର ମାନଙ୍କ ଉନ୍ନତି ଓ ଥଇଥାନ ନିମନ୍ତେ ଉଚିତ ପଦକ୍ଷେପ ନେବା |
- ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମ ଏବଂ ସହରାଞ୍ଚଳରେ ନିଯୁକ୍ତି ସୁଯୋଗ କରିବା |
ସେବାର ବିବରଣି
- ଉଦ୍ୟୋଗୀ ଚିହ୍ନଟ ସଂଖ୍ୟା
- ଉଦ୍ୟୋଗ ଆଧାର
- ଉତ୍ପାଦନ ପ୍ରମାଣ ପତ୍ର
- ପ୍ରକଳ୍ପର ଅଟକଳ ପ୍ରଦାନ
- ଉଦ୍ୟୋଗୀଙ୍କ ସମସ୍ୟାସର ସମାଧାନ ନିମନ୍ତେ ଉପଦେଶ ପ୍ରକୋଷ୍ଠ
- ରୂଣ ଦରଖାସ୍ତ ବ୍ୟାଙ୍କକୁ ସୁପାରିଶ କରିବା
- ଉଦ୍ୟୋଗୀ ବିକାଶ ତାଲିମ ପ୍ରଦାନ
- ପ୍ରଦଶନି,ମେଳା ମହୋତ୍ସବ ଏବଂ ଭ୍ରମଣର ବ୍ୟବସ୍ତା
- ସରକାରଙ୍କ ଶିଳ୍ପନୀତି ନିର୍ଧାରଣ ଅନୁସାରେ ଆର୍ଥିକ ପ୍ରୋତ୍ସାହନ ପାଇଁ ସୁପାରିଶ କରିବା
- ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯ୍ୟକର୍ମ(PMEGP) ଯୋଜନାରେ କାର୍ଯାନୁୟନ ପର୍ଯ୍ୟାଲୋଚନା କରିବା
- ରୁଗଣ ଶିଳ୍ପର ପୁନରୁଦ୍ଧର କରିବା
କାର୍ଯ୍ୟକର୍ମ ଓ ପରିକଳ୍ପନାର ନାମ
- ପ୍ରଧାନ ମନ୍ତ୍ରୀଙ୍କ ରୋଜଗାର ସୃଜନ କାର୍ଯ୍ୟକର୍ମ (PMEGP)
- ଶିଳ୍ପୀ ଉନ୍ନତି ଯୋଜନା
- ଶିଳ୍ପୀ ଗ୍ରାମ୍ୟ ଯୋଜନା
- ହସ୍ତ ଶିଳ୍ପ କାରିଗରଙ୍କୁ ସୌର ଲଣ୍ଠନ ପ୍ରଦାନ
- ସାଧାରଣ ଲୋକଙ୍କ ବୀମା ଯୋଜନା