ବନ୍ଦ କରନ୍ତୁ

ଜନସାଂଖିକ

ଜିଲ୍ଲା ଭୌଗଳିକ ତଥ୍ୟ
ଭୌଗଳିକ ବିବରଣି
ଭୌଗଳିକ କ୍ଷେତ୍ରଫଳ ୩,୮୫୨ ବର୍ଗ କି.ମି
ଜଙ୍ଗଲ ଜମିର ପରିମାଣ ୧୮୪୯ ବର୍ଗ କି.ମି
ଜିଲ୍ଲା ଜନସଂଖ୍ୟା ତଥ୍ୟ (୨୦୧୧ ଜନଗଣନା)
ଜନଗଣନା ସମୁଦାୟ
ସର୍ବମୋଟ: ୬୧୦,୩୮୨
ପୁରୁଷ ୩୦୧,୯୬୨
ମହିଳା ୩୦୮,୪୨୦
ଗ୍ରାମାଞ୍ଚଳ ୫୭୬,୩୨୮
ସହରାଂଚଳ ୩୪,୦୫୪
ଅନୁସୂଚିତ ଜାତି ୮୨,୧୫୯
ଅନୁସୂଚିତ ଜାତି(ପୁରୁଷ) ୪୦,୭୪୨
ଅନୁସୂଚିତ ଜାତି(ମହିଳା) ୪୧,୪୧୭
ଅନୁସୂଚିତ ଜନଜାତି ୪୧,୪୧୭
ଅନୁସୂଚିତ ଜନଜାତି(ପୁରୁଷ) ୧୦୦,୪୬୯
ଅନୁସୂଚିତ ଜନଜାତି(ମହିଳା) ୧୦୫,୮୫୮
ଜନସଂଖ୍ୟାର ସାନ୍ଦ୍ରତା ୧୫୮ (ବର୍ଗକି.ମି ପିଛା)
ସାକ୍ଷରତା
ସାକ୍ଷର ସମୁଦାୟ
ମୋଟ ସାକ୍ଷର ୨୯୯,୩୮୩
ଶିକ୍ଷିତ ପୁରୁଷ ୧୮୦,୯୦୩
ଶିକ୍ଷିତ ମହିଳା ୧୧୮,୪୮୦
ମୋଟ ନିରକ୍ଷର ୩୧୦,୯୯୯
ନିରକ୍ଷର ପୁରୁଷ ୧୨୧,୦୫୯
ନିରକ୍ଷର ମହିଳା ୧୮୯,୯୪୦
ବାସଗୃହ
ମୋଟ ବାସଗୃହ ସମୁଦାୟ
ମୋଟ ବାସଗୃହ ୧୫୨,୨୧୦
ଗ୍ରାମାଂଚଳ ବାସଗୃହ ୧୪୪,୨୯୯
ସହରାଂଚଳ ବାସଗୃହ ୭,୯୧୧
ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବାସଗୃହ ୭୦,୯୩୧
 ଶ୍ରମିକ ବିବରଣି (୨୦୧୧ ଜନଗଣାନା)
ଶ୍ରମିକ ସମୁଦାୟ
ମୂଖ୍ୟ ଶ୍ରମିକ(ମୋଟ) ୧୫୧,୬୯୪
ମୂଖ୍ୟ ଶ୍ରମିକ(ପୁରୁଷ) ୧୧୬,୮୨୭
ମୂଖ୍ୟ ଶ୍ରମିକ(ମହିଳା) ୩୪,୮୬୭
ଉପାନ୍ତ ଶ୍ରମିକ(ମୋଟ) ୧୫୩,୭୪୪
ଉପାନ୍ତ ଶ୍ରମିକ(ପୁରୁଷ) ୫୧,୩୨୮
ଉପାନ୍ତ ଶ୍ରମିକ(ମହିଳା) ୧୦୨,୪୧୬
ରହିତ ଶ୍ରମିକ(ମୋଟ) ୩୦୪,୯୪୪
ରହିତ ଶ୍ରମିକ(ପୁରୁଷ) ୧୩୩,୮୦୭
ରହିତ ଶ୍ରମିକ(ମହିଳା) ୧୭୧,୧୩୭